Odiya Story

ଗୁପ୍ତଧନ

ଗୋଟିଏ ଗ୍ରାମରେ ଜଣେ ବୟସ୍କ ବୃଦ୍ଧ  ତାଙ୍କର ପରିବାର ସହ ରହୁଥିଲେ । ତାଙ୍କର ତିନି ପୁଅ ଥିଲେ । ସେମାନେ ବହୁ ଅଳସୁଆ ଥିଲେ। କିଛି କାମ ଧାମ କରୁନଥିଲେ । ବୁଢା ବାପାର ପରିଶ୍ରମର ଫଳ ସେମାନେ ବସି ବସି ଖାଉଥିଲେ । ବୁଢା ବାପା ଜେତେ କହିଲେ ବି ସେମାନେ କିଛି ଶୁଁଣୁନଥିଲେ, ଏମିତି ଦିନ ଆସିଲା ବାପା ପୁଅ ମାନଙ୍କ ଚିନ୍ତାରେ ଭାଙ୍ଗି ଶଯ୍ୟାସାୟୀ  ହୋଇପଡ଼ିଲେ । ସମସ୍ତେ ଚିନ୍ତାରେ ପଡିଗଲେ
Read More

"ବାଘର ପଲୋଉ ଖିଆ"

ଜଂଗଲ ନିକଟରେ ଗୋଟେ ପରିବାର ରହୁଥିଲେ I ପରିବାର କହିଲେ ସ୍ବାମୀ ଆଉ ସ୍ତ୍ରୀ I ସ୍ବାମୀ ପ୍ରତିଦିନ ଜଂଗଲ ରୁ କାଠ ସଂଗ୍ରହ କରି ହାଟରେ ବିକେ I ସେହି ପଇସାରେ ସେମାନେ ଖାଇ ପିଈ ଆନନ୍ଦରେ ଚଳନ୍ତି I ଦିନେ ସ୍ବାମୀ ତଥା ହରିଆ କାଠ ଆଣିବାକୁ ଜଂଗଲ ର ବହୁ ଦୁରକୁ ଚାଲିଗଲା I ହଟାତ ଗୋଟେ ବାଘ ଆଗରେ ତା ବାଟ ଓଗାଲିଲା I କହିଲା ମୁ ତତେ ଖାଇବୀ I
Read More